Odia News Portal
Browsing Tag

Kapil Sharma to become a father soon

ବାପା ହେବେ କପିଲ୍

ମୁମ୍ବାଇ()  କପିଲ୍ ଶର୍ମା ଏବେ ବାପା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଚତ୍ରଥ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ଯଦି ଏହା ସତ ତାହାଲେ ଏହା କପିଲ୍ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏହି ବିଷୟରେ କିନ୍ତୁ କପିଲ୍ଙ୍କ ପରିବାର ପକ୍ଷରୁ କିଛି ବି ଘୋଷଣା…