‘ଗୁଡ୍ ନ୍ୟୁଜ୍’କୁ ଅପେକ୍ଷା କରିଛନ୍ତି କରୀନା
ମୁମ୍ବାଇ() ଡିସେମ୍ବରରେ ୨୭ରେ ପରଦା ଉପରକୁ ଆସୁଛି କରୀନା ଫିଲ୍ମ ‘ଗୁଡ୍ ନ୍ୟୁଜ୍’। କରୀନା ଏବେ ବେଶ୍ ଉତ୍ସୁକତାର ସହ ଡିସେମ୍ବରକୁ ଅପେକ୍ଷା କରିଛନ୍ତି।ଏହି ଫିଲ୍ମରେ କରୀନାଙ୍କ ନାୟକ ଭାବରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। କିଆରା ଆଡଓ୍ବାନୀ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ…
