୨୨ ପର୍ଯ୍ୟନ୍ତ ବିଧାନସଭା ମୁଲତବି
ବେଙ୍ଗାଲୁରୁ() ୨୨ରେ ହେବ ଆସ୍ତା ଭୋଟ । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି । ଆଜି ସନ୍ଧ୍ୟା ୬ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କୁମାରସ୍ୱାମୀଙ୍କୁ ଗତକାଲି ରାଜ୍ୟପାଳ ନିର୍ଦେଶ ଦେଇଥିଲେ । ଡେଡଲାଇନ ସରିଲା କିନ୍ତୁ କର୍ଣ୍ଣାଟକ ବିଧାନସଭାରେ ହୋଇପାରିଲା ନାହିଁ…