ଇସ୍ତଫା ଦେଲେ ବାଚସ୍ପତି ରମେଶ କୁମାର
ବେଙ୍ଗାଲୁରୁ() ଆଜି କର୍ଣ୍ଣାଟକ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ରମେଶ କୁମାର । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଛନ୍ତି । ଗତକାଲି ରମେଶ କୁମାର ଜେଡିଏସ ଓ କଂଗ୍ରେସର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।…