୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
୧୭ ମାସ ପରେ ଆସିଲା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ । ୬ ଜଣ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି ପଠାନକୋଟ କୋର୍ଟ । ମାଷ୍ଟର ମାଇଣ୍ଡ ସାଞ୍ଜି ରାମଙ୍କ ସମେତ ଦୀପକ ଖଜୁରିଆ, ପରବେଶ କୁମାରଙ୍କୁ ଆଜୀବନ ଜେଲ…