ଏହି ଅଭିନେତାଙ୍କ ପ୍ରେମରେ ପଡିଲେ କ୍ୟାଟ୍ରିନା
ମୁମ୍ବାଇ()‘କଫି ଓ୍ବିଥ କରଣ’ରେ କ୍ୟାଟରିନା କୈଫ ନିଜ ମନ କଥା କରଣ ଜୋହରଙ୍କୁ କହିଛନ୍ତି । କୁହାଯାଉଥିଲା ଯେ ରଣବୀର କପୁରଙ୍କଠୁ ଅଲଗା ହେବା ପରେ କ୍ୟାଟରିନା ସଲମାନଙ୍କ ପାଖକୁ ଫେରି ଆସିଛନ୍ତି। କୀନ୍ତୁ ଏହା ଏକ ଗୁଜବ ଥିଲା। କରଣ ,କ୍ୟାଟରିନାଙ୍କୁ ପଚାରିଥିଲେ ଯେ ସେ କାହା ସହିତ ଫିଲ୍ମ…