ବନ୍ୟାବିତ୍ପତି ବେଳେ କେବିସିରେ ନବୀନଙ୍କ ଯୋଗକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା
କୌନ୍ ବନେଗା କୋରଡପତି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଯେତେବେଳେ ଝଡ ଚାଲିଥାଏ , ସେତେବେଳେ ମୁଖ୍ୟମନ୍ତ୍ରୀ କେବିସି ସେଟରେ ବସି ନିଜର ଆତ୍ମପ୍ରଚାର କରୁଥିଲେ ବୋଲି କହିଛନ୍ତି…