ରେ ହିମାଂଶୁ ତତେ ଧର୍ମ ବୁଝୁ
ଥାନା ସମ୍ନାରେ ମହିଳାଙ୍କ କୋହଭରା ସ୍ବର
ଭୁବନେଶ୍ବର (): କମିଶନରେଟ୍ ପୁଲିସ । ରାଜ୍ୟର ଶ୍ରେଷ୍ଠ ଓ ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ୨୦୦୮ ମସିହାରେ ଗଠିତ ହୋଇଥିଲା । ଲୋକଙ୍କ ଦୁଃଖ ଯେପରି ତୁରନ୍ତ ସମାଧାନ ହୋଇପାରିବ ସେ ଦିଗରେ ଥାନାସ୍ତରର ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ…
