ଏକଛତ୍ରବାଦୀ ଶାସକଙ୍କ ପରଲୋକ
ବେଜିଂ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କର ପରଲୋକ ଘଟିଛି । ନ୍ୟୁୟର୍କ ଟାଇମ୍ସ ସରକାରୀ ଭାବେ ଏ ନେଇ ଘୋଷଣା କରିଛି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ସଂଶୟ ଜାରି ରହିଥିବା ଓ ଭିନ୍ନଭିନ୍ନ ଖବର ଆସୁଥିବା ବେଳେ ଶେଷରେ ଏହାର ଅନ୍ତ ଘଟିଛି ।…