ଧୋନିଙ୍କୁ ସମର୍ଥନ କଲେ କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ() ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ‘ବଳିଦାନ’ ବ୍ୟାଜକୁ ନେଇ ଆଇସିସି ଆପତ୍ତି ଉଠାଇବା ପରେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ଧୋନି କିଛି ଭୁଲ କରି ନାହାନ୍ତି, ଏହି ପ୍ରସଙ୍ଗରେ ବିସିସିଆଇ ଧୋନିଙ୍କୁ ସମର୍ଥନ କରିବା ଉଚିତ ବୋଲି…