କିଷାନ ପାଇଁ କେନ୍ଦ୍ର ତପôର
କାଳିଆକୁ ଟକ୍କର ଦେବ କିଷାନ । ଚାଷୀଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ଲାଗୁ କରିବାକୁ ଓଡିଶା ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର କୃଷି ମନ୍ତ୍ରାଳୟ । ଏପରିକି ତୁରନ୍ତ ହିତାଧିକାରୀଙ୍କ ତାଲିକା ଚୂଡାନ୍ତ କରି ପିଏମ କିଷାନ ପୋର୍ଟାଲରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ…
