କରୋନା ମୁକାବିଲା ପାଇଁ ୩ମାସର ପେନସନ ଦାନ କଲେ କିଶୋର ତରେଇ
କେନ୍ଦ୍ରାପଡା()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ କିଶୋର ତରେଇ । ସେ ନିଜର ୩ମାସର ପେନସନ ୧୦୦୦୦୦ ଟଙ୍କା ଜିଲ୍ଲାପାଳଙ୍କ…