ବାରିପଦାରେ ଖୋଲିଲା କିସ
ଭୁବନେଶ୍ୱର() ମୟୁରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ନିକଟସ୍ଥ ବାଙ୍କୀ ଶୋଳ ଠାରେ ଭୁବନେଶ୍ୱର ଭଳି କିସର ଏକ ଆବସିକ ଜନଜାତି ବିଦ୍ୟାଳୟ ଏବଂ ଜିଲ୍ଲାବାସୀଙ୍କ ପାଇଁ ୫୦ ଶଯ୍ୟା ବଶିଷ୍ଟ ଏକ ଡାକ୍ତରଖାନା ବୁଧବାର ଦିନ ଉଦଘାଟିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁÂାନିକ…