‘କିସ ଡେ’ ରେ ଜାଣନ୍ତୁ କିସର ପ୍ରକାରଭେଦ
କିସ କରିବାର କାରଣ ଜାଣନ୍ତି କି ? କିସ ପାଶ୍ଚାତ୍ୟ ସଭ୍ୟତାରୁ ଆସିଛି । ପାଶ୍ଚାତ୍ୟ ସଭ୍ୟତାରେ ଚୁମ୍ବନକୁ ଅତି ସାଧାରଣ କଥା ବୋଲି କୁହାଯାଏ । ହେଲେ ଏବେ କିନ୍ତୁ ତାହା ଆଧୁନିକ ଯୁଗରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଭଳି ସାଧାରଣ ଘଟଣା ହୋଇଯାରିଛି । ୨୦୧୩ ମସିହାରେ ଏକ ଗବେଷଣାରୁ ଜଣାପଡିଛି ଯେ…
