ବଜେଟରେ ରେଳ ପାଇଁ କେତେ ଅନୁଦାନ ମିଳିଲା, ଜାଣନ୍ତୁ
ଭୁବନେଶ୍ବର () 2019-20 ଆର୍ଥିକ ବର୍ଷରେ ରେଳବାଇରେ ଓଡିଶାକୁ ହାରାହାରି 5993 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । 2018-19ରେ ରେବାଇରେ ଓଡିଶାକୁ 5252 କୋଟି ଟଙ୍କା ମିଳିଥିଲା । ଚାଲୁ ରହିଥିବା ପ୍ରକଳ୍ପ ସାଙ୍ଗକୁ ଯାତ୍ରୀ ସୁବିଧା, ଟ୍ରାକ ମରାମତି ଓ ପୁନଃନିର୍ମାଣ, ରେଳ ଓଭରବ୍ରିଜ,…
