ରେଳଧାରଣରେ ପାଣି ପ୍ରବାହିତ ଯୋଗୁଁ ଟ୍ରେନ ସେବା ବ୍ୟାହତ
ଭୁବନେଶ୍ବର () ପ୍ରବଳ ବର୍ଷା ଜନିତ ବନ୍ୟା ପରିସ୍ଥିତି ଓ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନ ରେ ରେଳଧାରଣ ଉପରେ ପାଣି ପ୍ରବାହିତ ଯୋଗୁଁ ଟ୍ରେନ ସେବା ବ୍ୟାହତ ।
ଗତକାଲି ରାତ୍ରି ଓ ଆଜି ସକାଳେ ଲଗାତାର ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ବନ୍ୟା ପରିସ୍ଥିତି ଉପୁଜିଥିବା ସହିତ…
