ପଦାରେ ପଡିଲା କୋରାପୁଟ କଂଗ୍ରେସ କନ୍ଦଳ
କୋରାପୁଟ() ଜାତୀୟ ସ୍ତରରେ କଂଗ୍ରେସ ଦଳ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଓଡିଶା କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିନି । ରାଜ୍ୟ ସ୍ତରରୁ ଆମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ କଂଗ୍ରେସ ଦଳ ଭାଗଭାଗ ହେବାରେ ଲାଗିଛି । କଂଗ୍ରେସର ଦୁର୍ଗ କୁହାଯାଉଥିବା କୋରାପୁଟ ଜିଲ୍ଲାରେ…
