କୁନ୍ଦୁଲି ପିଡିତା ପାଇଁ ବିଧାୟକ ପଦ ଛାଡିଲେ
6ରେ ବାଚସ୍ପତିଙ୍କୁ ଦେବେ ଇସ୍ତଫାପତ୍ର
ଭୁବନେଶ୍ବର () : କୋରାପୁଟ ବିଧାୟକ କୃଷ୍ଣ ସଗରିଆ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେୁଛନ୍ତି ।…