ଶ୍ରୀମନ୍ଦିର ଦାୟୀତ୍ୱ ନେଲେ କ୍ରିଷନ କୁମାର
ଭୁବନେଶ୍ୱର () ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ଶ୍ରୀମନ୍ଦିରର ନୀତିକାନ୍ତି ସୁଚାରୁ ରୁପେ ସମ୍ପାଦନ ସହ ସେବାୟତଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯିବ । ଶ୍ରୀଜଗନ୍ନାଥଙ୍କ କୃପାରୁ ମିଳିଥିବା ଏହି ଦାୟିତ୍ୱକୁ ଆଇନକାନୁନ…
