‘କ୍ରିଶ୍-୪’ ପାଇଁ ପରିଶ୍ରମ କରୁଛନ୍ତି ଏହି ଯୋଡି ପଢନ୍ତୁ…
ବଲିଉଡ ସୁରଷ୍ଟାର୍ ରିତିକ୍ ରୋଶନ୍ଙ୍କ ସବୁଠାରୁ ବଡ ସୁପରହିଟ୍ ଫ୍ରାଞ୍ଚାଇନ୍ ସିନେମାର ସିକ୍ୱେଲ୍ ଅନେକ ସମୟରେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ସୁଟିଂ ଏ ବର୍ଷ ଆରମ୍ଭ ହେବ ବୋଲି ଠୋସ୍ ଖବର ମିଳିଛି। ତେବେ ‘କ୍ରିଶ୍-୪’ରେ କିଏ ନାୟିକା ଭୂମିକା କରିବେ,ତାକୁ ନେଇ ବି ନାନା କଥା ଶୁଣିବାକୁ…