ଓଡ଼ିଶା କୃଷି ଭବନକୁ ବିଶ୍ୱ ମାନ୍ୟତା
ଭୁବନେଶ୍ୱର() ଓଡ଼ିଶା କୃଷି ଭବନକୁ ବିଶ୍ୱ ମାନ୍ୟତା । ‘ଡେଜିନ’ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶା କୃଷି ଭବନ । ଏଭଳି କୃତିତ୍ତ୍ୱ ହାସଲ କରିବାରେ କୃଷି ଭବନ ହେଉଛି ଦେଶର ପ୍ରଥମ ସରକାରୀ ବିଲ୍ଡିଂ । ସମ୍ବଲପୁରୀ ଇକ୍କତ ଓ ଶାଢ଼ୀ ଶୈଳୀରେ ବିଲ୍ଡିଂ ନିର୍ମାଣ କରାଯାଇଛି । ଏହା…