ବିଧାନସଭାରେ କୁନ୍ଦୁଲି ରିପୋର୍ଟ ଉପସ୍ଥାପନ
ବିଧାନସଭାରେ ଉପସ୍ଥାପନ ହେଲା କୁନ୍ଦୁଲି ରିପୋର୍ଟ । କୁନ୍ଦୁଲି ନାବାଳିକା ଦୁଷ୍କର୍ମ,ଆତ୍ମହତ୍ୟା ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଇଛି । ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ।ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ,…
