ନାଚ ଦେଖି ନାଚିଲେ ବିଧାୟିକା
ସୁନ୍ଦରଗଡ() ନାଚିଲେ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ତରଫରୁ ଆରମ୍ଭ କରାଯାଇଥିଲା ଖୁଏଲ ଯାତ୍ରା । ପଶ୍ଚିମ ଓଡିଶାର ଲୁକ୍କାୟିତ କଳା ସଂସ୍କୃତିକୁ ରାଜରାସ୍ତାରେ ପରିବେଷଣ କରୁଥିଲେ ଛାତ୍ରଛାତ୍ରୀ । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ…