ଅଘୋରୀ ରୂପରେ ଏହି ଅଭିନେତା,ଦେଖନ୍ତୁୁ ଭିଡିଓ
ମୁମ୍ବାଇ() ଲାଲ କପ୍ତାନରେ ଅଭିନେତା ସୈଫ ଅଲୀ ଖାନ ପରଦାରେ ଅଘୋରୀ ଲୁକରେ ଦର୍ଶକଙ୍କୁ ଡରାଇବାକୁ ଆସୁଛନ୍ତି। ଫିଲ୍ମର ୨ଟି ଟ୍ରେଲର ରିଲିଜ୍ ହେବା ପରେ ଆଜି ଲାଲ କପ୍ତାନର ତୃତୀୟ ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମରେ ସୈଫଙ୍କ ନାମ ନାଗା ସାଧୁ ରହିଛି। ଏହାର ଟ୍ରେଲରକୁ ତିନୋଟି ଭାଗରେ ବିଭକ୍ତ…
