ଦୁଇ ମନ୍ତ୍ରୀଙ୍କ ସପ୍ରାଇଜ ଭିଜିଟ
ଭୁବନେଶ୍ବର () ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳ ଗସ୍ତ କରିବା ସହ ସପ୍ରାଇଜ ଭିଜିଟ ପାଇଁ ପରାମର୍ଶ ଦେଇଥିଲେ । ସେହି କ୍ରମରେ ରାଜ୍ୟର ଦୁଇ ଯୁବ ମନ୍ତ୍ରୀ ସୁଶାନ୍ତ ସିଂହ ଓ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର…
