ମାଓ ସଂଗଠନରେ ମହିଳା କ୍ୟାଡରଙ୍କୁ ନିର୍ଯାତନା
ମାଓବାଦୀଙ୍କ ଦ୍ୱାରା ନିର୍ଯାତୀତ ହେବା ପରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମାଲକାନାଗିରି ଏସପିଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣଙ୍କ ୨୦୧୪ମସିହାରୁ ମାଓ ସଂଗଠନରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ଧରାଇଦେବା ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା…