ଦେବଘର କୋଷାଗାର ମାମଲାରେ ଲାଲୁଙ୍କୁ ଜାମିନ
ରାଞ୍ଚି() ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। କିନ୍ତୁ ଜେଲରୁ ବାହାରି ପାରିବେ ନାହିଁ ଲାଲୁ ।ଝାରଖଣ୍ଡ ହାଇକୋର୍ଟ ଶୁକ୍ରବାର ତାଙ୍କର ଯାଚିକା ଉପରେ ଶୁଣାଣି କରିଛନ୍ତି। ସିବିଆଇର ଜବାବ ଉପରେ ଲାଲୁ ପ୍ରସାଦଙ୍କ…
