Odia News Portal
Browsing Tag

latest odia news

ଓଡ଼ିଆ ବିଶ୍ୱବିଦ୍ୟାଳୟ ନକ୍ସା ଚୂଡାନ୍ତ

ଭୁବନେଶ୍ବର: ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ପ୍ରତିଷ୍ଠା କରାଯିବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । ଏହି ନୂତନ

ଟୁଲକିଟ୍ ମାମଲାରେ ଦିଶାଙ୍କୁ ଆଶ୍ଵସ୍ତି

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଗିରଫ ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କା ମୁଚାଲିକାରେ ଦିଶାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଆଜି କୋର୍ଟରେ ଶୁଣାଣି ବେଳେ ପୋଲିସ ଦିଶା ରବିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିବା ବେଳେ ଏହାକୁ

ଟିକସ ପଇସାରେ ବିକାଶ କାମ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଲାଗି ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି। ଏହାଦ୍ବାରା

ବସ୍ ଟର୍ମିନାଲ ପାଇଁ ଜବରଦଖଲ ଉଚ୍ଛେଦ

କଟକ: କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ।ଏବେ ଆଉ ଅଟକି ପାରିବନି ବସ୍ ଟର୍ମିନାଲ କାର୍ଯ୍ୟ | କାରଣ ସରକାରଙ୍କ ପାଖରେ ଏବେ ଉପଲବ୍ଧ ଅଛି ସମସ୍ତ ୧୨ ଏକର ଜମି । ଏହାସହ ଜବରଦଖଲରେ ଥବା ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ

ପୁଣି ଭେଜାଲ ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ| ଆଜି ସକାଳେ ଏହି ନକଲି କାରଖାନା ଉପରେ ଚଢାଉ କରିଥିଲା ପୋଲିସ । କଟକ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୋଲିସ ଏସିପି ଯୋନ-୧ଙ୍କ ନେତୃତ୍ୱରେ କାରଖାନା ଉପରେ ଚଢ଼ାଉ କରି ଗୋଟିଏ ସିମେଣ୍ଟ