Odia News Portal
Browsing Tag

latest odia news

ଆତଙ୍କୀ ହମଲା, ୨ ପୋଲିସକର୍ମୀ ଶହୀଦ୍

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନ ୧୨ଟାରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି ।ଏହି ଗୁଳିମାଡରେ ୨ ପୋଲିସକର୍ମୀ ଆହତ

ଗଜରାଜ ସୁରକ୍ଷା ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ |କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ନିମନ୍ତେ ୪ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି କଳାହାଣ୍ଡିରେ ପହଞ୍ଚିବେ । ଟିମ୍ ରେ ଡଃ. କରିକାଲନ ମାଥେସ, ବୈଜ୍ଞାନିକ

ମହିଳାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ମିଶନ୍ ଶକ୍ତି: ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ମିଶନ ଶକ୍ତି ଓଡିଶାର ମହିଳାମାନଙ୍କୁ ସେମାନଙ୍କର ପ୍ରକୃତ ଆତ୍ମ ପରିଚୟ ଦେବା ସହିତ ସେମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ ସୃଷ୍ଟି କରିଛି | ଯାହା ସହିତ ସେମାନେ ଆଜି ନିଜ ଜୀବନ ଏବଂ ସମାଜକୁ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ପ୍ରାୟ ୯୦ ପ୍ରତିଶତରୁ ଅଧିକ ମହିଳାମାନେ ଅର୍ଥନୀତିରେ ନିଜର

କୋଟିଆ ଶୁଣାଣି: ଓଡ଼ିଶାକୁ ୪ ସପ୍ତାହର ମହଲତ

ନୂଆଦିଲ୍ଲୀ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ରାୟର ଅବମାନନା ଆନ୍ଧ୍ର ସରକାର କରିଛି ବୋଲି ଓଡ଼ିଶା ସରକାର ଅଭିଯୋଗ ଆଣି ସୁପ୍ରିମକୋର୍ଟ ଯାଇଥିଲେ । ଏହି ମାମଲାରେ ଆନ୍ଧ୍ର ସରକାର ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଆନ୍ଧ୍ର ଜବାବର

ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ଦ୍ଵିତୀୟ ଦିନରେ ବଜେଟ ଅଧିବେଶନ ଆରମ୍ଭରୁ ଗୃହ ମୁଲତବୀ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ । ଯାହାକୁ ନେଇ ପ୍ରଥମେ ଗୃହକୁ ୧୧ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇ ଥିବା ସମୟରେ ପୁନର୍ବାର ଗୃହକୁ ଅପରାହ୍ନ ୪ ଟା ଯାଏଁ

୧୪.୨୫ କୋଟି ଟଙ୍କାରେ ନିଲାମ ହେଲେ ମ୍ୟାକ୍ସୱେଲ୍

ଚେନ୍ନାଇ: ଆଇପିଏଲ ୨୦୨୧ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ ।ସେହିଭଳି ମ୍ୟାକ୍ସୱେଲଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୪.୨୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ତେବେ

ଆଇପିଏଲ ୨୦୨୧ ପାଇଁ ପ୍ଲେୟାର ଅକ୍ସନ୍

ଚେନ୍ନାଇ: ଆଇପିଏଲ ୨୦୨୧ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ରାଜସ୍ଥାନ ରୟାଲସ୍

ମୋରିସ୍ ଆଇପିଏଲର ବାଦଶାହ

ଚେନ୍ନାଇ: ଆଇପିଏଲ ୨୦୨୧ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ରାଜସ୍ଥାନ ରୟାଲସ୍

ଭାଇରାଲ ନେଇ ପ୍ରଶ୍ନ ଉଠାଇଲେ ପରୀର ପରିବାର

ନୟାଗଡ଼: ପରୀ ହତ୍ୟା ଘଟଣାରେ ସତ ସ୍ୱୀକାର କରିଛି ଅଭିଯୁକ୍ତ ସରୋଜ | ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀର ସ୍ୱୀକାରୋକ୍ତି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭିଡ଼ିଓ ନେଇ କିନ୍ତୁ ପ୍ରଶ୍ନ ଉଠାଇଛନ୍ତି ପରୀର ପରିବାର | ଭିଡ଼ିଓ କିପରି ଭାଇରାଲ ହେଲା ସେ ନେଇ ପ୍ରଶ୍ନ

ପରୀ ହତ୍ୟା ଘଟଣାରେ ସତ ମାନିଲା ସରୋଜ

ନୟାଗଡ଼: ପରୀ ହତ୍ୟା ଘଟଣାରେ ସତ ଓଗାଳିଛି ଅଭିଯୁକ୍ତ ସରୋଜ | ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀର ସ୍ୱୀକାରୋକ୍ତି ଭିଡିଓ । ପରୀକୁ କେମିତି ମାରିଲା, କେମିତି ଫିଙ୍ଗିଲା ଭିଡ଼ିଓରେ ଗୋଟି ଗୋଟି ସତ ବଖାଣିଛି ଅଭିଯୁକ୍ତ | ସ୍ୱୀକାରୋକ୍ତି ଭିଡିଓରେ ଅଭିଯୁକ୍ତ କେମିତି ପରୀକୁ