Odia News Portal
Browsing Tag

latest odia news

ମୋଦିଙ୍କ ମୁହଁରେ ଓଡ଼ିଆ ଯୁବକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ଯୁବକଙ୍କ ପ୍ରଶଂସା | ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଜଣେ ଓଡ଼ିଆ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ଏହି ଯୁବକ

ବିରଳ ଦମ୍ପତିଙ୍କୁ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବିରଳ ବାହାଘରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ |ଦୁଇ ଏଚଆଇଭି ସଂକ୍ରମିତ ସାତଜନ୍ମର ସାଥି ହୋଇଛନ୍ତି | ବ୍ରହ୍ମପୁର ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବାହାଘର ହୋଇଛି । ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ ହୋଇଛି ବାହାଘର । ଗଞ୍ଜାମ ଜିଲ୍ଲାପାଳ ବିଜୟ

ମାର୍ଚ୍ଚ ୧ରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକା

ଭୁବନେଶ୍ୱର: ମାର୍ଚ୍ଚ ୧ରୁ କେନ୍ଦ୍ର ସରକାରଙ୍କ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ସମୟରେ ରାଜ୍ୟରେ ମଧ୍ୟ ସେହି ସମାନ ତାରିଖରେ ଟିକାକରଣ କରାଯିବ ।ତେବେ ବୟସ୍କଙ୍କୁ ଟିକା ଦେବା ପାଇଁ ବିଏମସି ତାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ବରିଷ୍ଠ ନାଗରିକଙ୍କୁ

ନିର୍ମାଣ ହେବ ୩୦ଟି ସାଇନ୍ସ ପାର୍କ

ଭୁବନେଶ୍ୱର: ଶନିବାର ବିଧାନସଭା ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଇନ୍ସ ପାର୍କ ଖୋଲିବା ପାଇଁ ଆଲୋଚନା ହୋଇଥିଲା। ଏନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ। ଗୋଟିଏ ସାଇନ୍ସ

ଭିସୁଟର ୨୫ ଛାତ୍ର କରୋନା ଆକ୍ରାନ୍ତ

ସମ୍ବଲପୁର: କରୋନା କବଳରେ ଭିସୁଟର ୨୫ ଜଣ ଛାତ୍ର । ସମ୍ବଲପୁର ସ୍ଥିତ ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଲେ ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ

ନିର୍ବାଚନ ପାର୍ ପାଇଁ କାଳିଆ ଭରଷା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା