Odia News Portal
Browsing Tag

latest odia news

ବସ୍ ଟର୍ମିନାଲ ପାଇଁ ଜବରଦଖଲ ଉଚ୍ଛେଦ

କଟକ: କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ।ଏବେ ଆଉ ଅଟକି ପାରିବନି ବସ୍ ଟର୍ମିନାଲ କାର୍ଯ୍ୟ | କାରଣ ସରକାରଙ୍କ ପାଖରେ ଏବେ ଉପଲବ୍ଧ ଅଛି ସମସ୍ତ ୧୨ ଏକର ଜମି । ଏହାସହ ଜବରଦଖଲରେ ଥବା ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ

ପୁଣି ଭେଜାଲ ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ| ଆଜି ସକାଳେ ଏହି ନକଲି କାରଖାନା ଉପରେ ଚଢାଉ କରିଥିଲା ପୋଲିସ । କଟକ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୋଲିସ ଏସିପି ଯୋନ-୧ଙ୍କ ନେତୃତ୍ୱରେ କାରଖାନା ଉପରେ ଚଢ଼ାଉ କରି ଗୋଟିଏ ସିମେଣ୍ଟ

ଖୋଲିବନି ପ୍ରଥମରୁ ଅଷ୍ଟମ ସ୍କୁଲ: ସମୀର ଦାଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏବେ ଖୋଲିବ ନାହିଁ ସ୍କୁଲ । ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ । ଏଭଳି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ହୁ ହୁ ହୋଇ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହେଉଛି । ତେବେ ୨ଦିନ ସ୍ଥିର ରହିବା ପରେ ରାଜ୍ୟରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିବାର ସୂଚନା ମିଳିଛି। ଆଜି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର

ସାଇକେଲରେ ଆସିଲେ ତାରା,ସୁର ଓ ଅଧିରାଜ

ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହେଉଛି । ତେବେ କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ଅଭିନବ ପ୍ରତିବାଦ କରିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ କଂଗ୍ରେସ

ସ୍ୱାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା | ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ ବିଏସଏଫ ଯବାନ । କଦଳିବନ୍ଧା ଗ୍ରାମ ନିକଟ

ବିକାଶଶୀଳ ଓ ପରିବର୍ତ୍ତନଶୀଳ ରାଜ୍ୟ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବଜେଟ ୨୦୨୧-୨୨କୁ ଅଭିବୃଦ୍ଧିକାରୀ ଓ ରୂପାନ୍ତରୀକରଣ ବଜେଟ୍ ଭାବେ ଅଭିହିତ କରିଛନ୍ତି । ରାଜ୍ୟ ବଜେଟ ଲୋକାଭିମୁଖୀ, ଓଡ଼ିଶା ବିକାଶରେ ସହାୟକ ହେବ ଏବଂ ଏହା ଏକ ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ବାସ୍ଥ୍ୟ ବଜେଟ୍: ଏସସିବି ‘ଏମ୍ସ ପ୍ଲସ୍’ ପାଇଁ ୫୦୦ କୋଟି

ଭୁବନେଶ୍ବର: ବିଧାନସଭାରେ ବର୍ଷ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ

ରାଜ୍ୟ ବଜେଟ୍: କୃଷି କ୍ଷେତ୍ର ପାଇଁ ୨୦ ହଜାର କୋଟି ବ୍ୟୟବରାଦ

ଭୁବନେଶ୍ବର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ମୁଖ୍ୟମନ୍ତ୍ରୀ ଉପସ୍ଥିତିରେ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଉଛି । ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି