Odia News Portal
Browsing Tag

latest odia news

ସେଲଫି ହେଲା କାଳ: ବାହାଘର ପୂର୍ବରୁ ଚାଲିଗଲା ଜୀବନ

ସୁନ୍ଦରଗଡ଼: ସେଲଫି ନିଶା ହେଲା କାଳ | ବାହାଘର ପୂର୍ବରୁ ଚାଲିଗଲା ଜୀବନ । ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସହ ବଣଭୋଜି କରିବାକୁ ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ହେଲେ ପରିବାର ଲୋକେ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ସାଙ୍ଗଙ୍କ ସହ ଫଟୋ ଉଠାଇବା ସମୟରେ ଗୋଡ଼ ଖସିଯାଇଥିଲା ।

ରାଜଧାନୀର ରାଜରାସ୍ତାରେ ମାହାଙ୍ଗା ହତ୍ୟାର ନିଆଁ

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇ ପ୍ରତିବାଦ କରିଛି ଦଳ । ତୁରନ୍ତ ଘଟଣାର ତଦନ୍ତ କରି ୭ ଦିନ ଭିତରେ ହତ୍ୟାକାରୀଙ୍କୁ

୮ରେ ଡିଜି ଅଫିସ ଘେରାଉ କରିବ ବିଜେପି

ମାହାଙ୍ଗା : ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଜୋରଦାର ପ୍ରତିବାଦ କରିବ ବିଜେପି । ଆସନ୍ତାକାଲି ଠାରୁ ବିଜେପି ଯୁବମୋର୍ଚ୍ଚା ନେତୃତ୍ୱରେ ଘେରାଉ କରାଯିବ ସମସ୍ତ ଥାନା । ୬ ତାରିଖରେ ସମସ୍ତ ଏସ୍‌ପି ଅଫିସ ଓ ୮ରେ ଡିଜି ଅଫିସ ଘେରାଉ କରିବ ବିଜେପି ଦଳ ।

ଚାଲାଣ ବେଳେ ୮୫ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା : ରାଜ୍ୟ ବାହାରକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡିଆଳ ବୁଦ୍ଧି ଡଙ୍ଗର ନିକଟସ୍ଥ ଏକ ଢାବାରୁ ୮୫ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ତେବେ ଚାଲାଣ ଦାଦନ ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ନାବାଳକ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରିଛି ନୂଆପଡ଼ା

ହ୍ୟୁମ୍‌ ପାଇପ୍‌ ଭିତରେ ବିତୁଛି ଜୀବନ

ବାଲେଶ୍ୱର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜିଲା ମଣିଷପଣିଆ । ଡାହାଣୀ ସନ୍ଦେହରେ ମାଡ଼ମାରି ଗାଁରୁ ତଡ଼ି ଦେଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ମହିଷାମୁଣ୍ଡା ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା । ଗାଁର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କୁ ଓ

କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଏ ସମ୍ବନ୍ଧରେ

କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ | କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । କମ୍ପାନୀରେ ଚାକିରି