Odia News Portal
Browsing Tag

latest odia news

୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜୁ ଜନତା ଦଳ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ପାଳନ କରୁଛି ପ୍ରତିଷ୍ଠା ଦିବସ । ତେବେ ଏନେଇ ଆଜି ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ସେହିପରି ୟୁନିଟ-୬ ରେ ଥିବା ଦଳୀୟ

ରାଜ୍ୟକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ କଟକଣା

କଟକ: ରାଜ୍ୟକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। । କଣ୍ଟାପଡ଼ାରେ ୧୭ କରୋନା ଆକ୍ରାନ୍ତ ଓ ଜଣଙ୍କ ମୃତ୍ୟୁ

ନାତୁଣୀ ମାଡ଼ରେ ଆଈ ମୃତ

ଭଦ୍ରକ/: ଆଈକୁ ହତ୍ୟା କଲା ନାତୁଣୀ ।ନାତୁଣୀର ହେମଦସ୍ତା ମାଡ଼ରେ ଆଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘରୋଇ କଳହ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ଘଟିଛି | ସୂଚନାନୁସାର, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ

ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ ପଜିଟିଭ ଚିହ୍ନଟ

ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ । ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ବାପା ଓ ମାଆଙ୍କର କୋଭିଡ୍‌ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାଟିର କୋଭିଡ ରିପୋର୍ଟ ପଜିଟିଭ୍‌ ଆସିଲା।

ବିସିସିଆଇ ସିଲେକ୍ସନ୍ କମିଟିରେ ଓଡିଶାର ଦେବାଶିଷ ମହାନ୍ତି

ଭାରତୀୟ କ୍ରିକେଟ୍ ଟିମର ଚୟନକର୍ତ୍ତା ଘୋଷଣା କରିଛି ବିସିସିଆଇ । କ୍ରିକେଟ୍ ଉପଦେଷ୍ଟା କମିଟିର ସାକ୍ଷାତକାର ପ​‌ରେ ପୂର୍ବତନ କ୍ରିକେଟର ଚେତନ୍ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ଭାବେ ଘୋଷଣା କରାଯାଇଛି । ତେବେ ଓଡିଶାର ପୂର୍ବତନ ଫାଷ୍ଟ୍ ବୋଲର ଦେବାଶିଷ ମହାନ୍ତିଙ୍କୁ ଚୟନ କମିଟି

ବାପା ଓ ମାଆକୁ ଶିଳପୁଆରେ ପିଟି ମାରିଦେଲା ପୁଅ

ଘର କଳୀରୁ ହତ୍ୟା | ସାମାନ୍ୟ କଥାକୁ ନେଇ ଜନ୍ମ ଦେଇଥିବା ବାପା ଓ ମାଆଙ୍କୁ ଶିଳପୁଆରେ ପିଟି ପିଟି ମାରିଦେଲା ପୁଅ। ତେବେ ଜମି ଜମା ଓ ଟଙ୍କା ପଇସାକୁ ନେଇ ପୁଅ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ବିଶିପୁର ଗାଁରେ ଘଟିଛି

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ,ବଡ଼ ମେଡିକାଲରେ ଭର୍ତ୍ତି

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସମାଜସେବୀ ଡି. ପ୍ରକାଶ ରାଓ ଗତକାଲିଠାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଡାକ୍ତରଖାନାରେ ଭର୍ତ୍ତି ହେଲେ ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯିବା ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଆପୋଲ ହସ୍ପିଟାଲରରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ରକ୍ତଚାପ ବାରମ୍ବାର କମିବା ଓ ବଢ଼ିଯିବା ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ଏବେ ରଜନୀକାନ୍ତ ତାଙ୍କର ନୂଆ ଫିଲ୍ମ ‘ଅନାଥେ’ର ସୁଟିଂ

ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କର ମୁଣ୍ଡ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୫୩ରେ ପହଞ୍ଚିଛି। ୩ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି | ତେବେ କରୋନା କାରଣରୁ ବାଲେଶ୍ୱରରେ

ଡି-ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଓ ଗୁଳି ଜବତ

ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଆଜି କମିଶନରେଟ୍‌ ପୁଲିସ ଚଢ଼ଉ କରି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଡି ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଘର ଯାଞ୍ଚ କରୁଛି ପୁଲିସ ।ପୂର୍ବରୁ