Odia News Portal
Browsing Tag

lawyers strike

ନରମିଲେ ହାଇକୋର୍ଟ ଓକିଲ

କଟକ() ଦୀର୍ଘ ଦିନର ଆନେ୍ଦାଳନ ପରେ ହାଇକୋର୍ଟ ବାର ଆସୋସିଏସନର ଓକିଲ ମାନେ ଆନେ୍ଦାଳନରୁ ଓହରିଛନ୍ତି । ଭାରତୀୟ ବାର କାଉନସିଲ ର ଅନୁରୋଧ କ୍ରମେ ଆନେ୍ଦାଳନରୁ ଓହରିଯିବାକୁ ନିଷ୍ପତି କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନର ସଭାପତି ଗୋପାଳ କୃଷ୍ନ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

ଲଣ୍ଡା ହୋଇ ପ୍ରତିବାଦ

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିÂାଦାବି ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଗତ ୩ଦିନ ହେଲା ବଲାଙ୍ଗୀରରେ ଏ ନେଇ ବନ୍ଦ ପାଳନ ଯୋଗୁଁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଆନେ୍ଦାଳନ ଆଜି ଏକ ନୂଆ ରୂପ ନେଇଛି । ଏହି ଦାବି ପୂରଣ କ୍ଷେତ୍ରରେ ସରକାରଙ୍କ ଅବହେଳାର ପ୍ରତିବାଦ…

ଦୌରାଜଜଙ୍କୁ କୋର୍ଟରେ ପୁରାଇ ଦେଲେନି ଆଇନଜୀବି ପଢନ୍ତୁ…

ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଗତକାଲି ୨୪ଘଂଟିଆ ବନ୍ଦ୍ ପରେ ଆଜିଠାରୁ ୧୦ଦିନିଆ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଆସିଥିବାବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନ ରତ ଆଇନଜୀବି । ତାପରେ ସେ ଫେରିଯାଇଥିବା ଜଣାପଡିଛି ।…

ଆଇନଜୀବୀଙ୍କୁ ଆଇନମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର (): ରାଜ୍ୟରେ ଦୀର୍ଘଦିନ ଧରି ଚାଲିଥିବ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଆଜି ଆଇନଜୀବୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅପିଲ କରିଛନ୍ତି । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର…