କିନ୍ନର ଲୁକରେ ଏହି ଅଭିନେତା
ମୁମ୍ବାଇ() ରିଲିଜ ହେଲା ଅକ୍ଷୟ କୁମାର୍ଙ୍କ ଅପ୍କମିଂ ଫିଲ୍ମ ‘ଲକ୍ଷୀ ବମ୍ବ’ର ଫାଷ୍ଟ୍ ଲୁକ୍ର ପୋଷ୍ଟର୍। ଅକ୍ଷୟଙ୍କୁ ଏହି ପୋଷ୍ଟର୍ରେ କିନ୍ନର ଗେଟ୍ଅପ୍ରେ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଲାଲ୍ ଶାଢ଼ି ସହ ମୁଣ୍ଡରେ ଲାଲ୍ ବିନ୍ଦି…
