ଏକାଠି ହେଲେ ରାଜ୍ୟର କୁକୁଡ଼ା ଚାଷୀ, ଗଠନ ହେଲା ସଂଘ
ଭୁବନେଶ୍ୱର () ରାଜ୍ୟର ଅଣ୍ଡା ଶିଳ୍ପରେ ଗତ କିଛି ମାସ ଧରି ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଥିଲାବେଳେ ଏହାର ସଫଳ ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଲେୟାର୍ ଫାର୍ମର ଏକାଠି ହୋଇଛନ୍ତି ।
ଗତ କିଛି ମାସ ଧରି ଅଣ୍ଡା ଶିଳ୍ପରେ ଭୟଂକର ସ୍ଥିତି ଦେଖାଦେଇଛି । କୁକୁଡ଼ା ଖାଦ୍ୟ ଦର…