ଅମାନତ ହରା ପ୍ରାର୍ଥୀଙ୍କୁ ନେଇ ସରକାର ଗଠନର ଅଭିଯାନ
ଭୁବନେଶ୍ବର () ଘର ତିଆରି ସମୟରେ ଭିତ୍ତିଭୂମୀକୁ ଯେମିତି ସୁଦୃଢ କରିବାକୁ ପଡିଥାଏ, ରାଜ୍ୟରେ ଶାସନ ଭାର ନେବାକୁ ହେଲେ ତୃଣମୂଳ ସ୍ତରରେ ସଂଗଠନକୁ ସେତିକି ମଜବୁତ କରିବାକୁ ପଡିଥାଏ । ଓଡିଶାରେ ମିଶନ 120 ପ୍ଲସର ନାରା ଦେଇ ସରକାର ଗଠନର ଦାବି କରୁଥିବା ରାଜ୍ୟ ଶାଖା ବିଜେପି ସେହିଭଳି ନିଅଁ…