କରୋନା ଭାଇରସକୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁ
ନୂଆଦିଲ୍ଲୀ() କରୋନା ଭାଇରସକୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁ । ଗୁରୁବାର ମୃତ୍ୟୁବରଣ କରିଛନ୍ତି ଡାକ୍ତର ଲି ୱେନଲିୟାଙ୍ଗ। ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ…