କି ବୋର୍ଡ ବାଦନରେ ଶ୍ରେୟାସ ସମ୍ପୂର୍ଣ୍ଣଙ୍କୁ ଏକ୍ସିଲେନସି ସମ୍ମାନ
ଭୁବନେଶ୍ୱର() ଆଚିଭର ଫାଉଣ୍ଡେ ସନ୍ ପକ୍ଷରୁ ଲୋହିଆ ଏକାଡେମୀରେ ଶିଶୁ ମହୋସ୍ତବ ‘ଚାଇଲ୍ଡ ବଜ୍-୨୦୧୯’ ଅନୁଷ୍ଟିତ ହୋଇଯାଇଛି । ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ସାହିତିକ ଡ. ଦାଶ ବେନହୁର ପ୍ରମୁଖ ଯୋଗ ଦେଇଥିଲେ । ଏହି…
