୫ଟା ସୁଦ୍ଧା ରାଜ୍ୟରେ ୬୧% ଭୋଟିଂ
ଭୁବନେଶ୍ବର() ସଂଧ୍ୟା ୫ଟା ୩୦ ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । କେତୋଟି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଆଉ ୨ଟି ବୁଥରେ କ୍ରସ୍ ପେୟାରିଂ ଯୋଗୁଁ ସାନି ମତଦାନ ହେବ ।
ଆଜି ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୬୫.୩୨ ପ୍ରତିଶତ ମତଦାନ…