ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ପାସ
ନୂଆଦିଲ୍ଲୀ() ଜମ୍ମୁ-କଶ୍ମୀରରେ ପୁନର୍ଗଠନ ବିଲ ଲୋକସଭାରେ ପାସ ହୋଇଛି । ଏହି ବିଲ ସପକ୍ଷରେ ୩୬୭ ଭୋଟିଂ ଥିବା ବେଳେ ବିପକ୍ଷରେ ୬୭ ଭୋଟଂ ମିଳିଛି ।
ଗତକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ ହୋଇଛି । ୧୨୫ ଜଣ ବିଲ୍ ସପକ୍ଷରେ ଭୋଟ ଦେଇଥିବା…
