Odia News Portal
Browsing Tag

Lok Sabha passes triple talaq bill

ପାସ ହେଲା ତିନ ତଲାକ

ନୂଆଦିଲ୍ଲୀ ()  ଲୋକସଭାରେ ପାସ ହେଲା ଟ୍ରିପଲ ତଲାକ ବିଲ୍ । ଆଜି ଗରମାଗରମ ବିତର୍କ ହେବା ପରେ ଶେଷରେ ପାସ୍ ହୋଇଛି ବିଲ୍ । ବିଲ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଭୋଟ୍ ପଡିଛି । ତେବେ ଭୋଟିଂରେ ଭାଗ ନେଇନାହାଁନ୍ତି ଟିଏମସି ସାଂସଦ । ଆଜି ଲୋକସଭାରେ ଏହି ବିଲକୁ ଆଇନମନ୍ତ୍ରୀ…