ଭିଜିଟର ପାସକୁ ଜୁଲାଇ ୩୧ ପର୍ୟ୍ୟନ୍ତ ରଦ୍ଧ
ଭୁବନେଶ୍ୱର() ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ରୋନା ସଂକ୍ରମଣରକୁ ଏଡାଇବା ପାଇଁ ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନକୁ ସାଧାରଣ ଲୋକଙ୍କ ଯିବା…