ଚିଦାମ୍ବରମ ନିଖୋଜ
ନୂଆଦିଲ୍ଲୀ() ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ କୁଆଡେ ଗଲେ ତାଙ୍କ ପତା ଏପର୍ଯ୍ୟନ୍ତ ମତଳିବାକୁ ନାହିଁ । ସିବିଆଇ ଓ ଇଡି ପକ୍ଷରୁ ଗତକାଲି ତାଙ୍କ ଘର ଆଗରେ ଲୁକଆଉଟ ନୋଟିସ ମରାଯିବା ପରେ ଚିଦାମ୍ବରମଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ସିବିଆଇ ଓ ଇଡି ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ…
