ସୁସ୍ଥ ହେଉଛନ୍ତି ଶ୍ରୀଜିଉ
ପୁରୀ () ଅଣସର ଘରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଲାଗି ପାଇଁ ରୁପା ଥାଳିରେ କରାଳ ଚନ୍ଦନ ରାଜପ୍ରାସାଦ ନିଆଯାଇଥିଲା । ଗୁପ୍ତନୀତି ସରିବା ପରେ ରାଜପ୍ରାସାଦ ବିଜେ ନୀତି ସମ୍ପନ୍ନ ହୋଇଥିଲା ।…