ଶ୍ରୀକୃଷ୍ଣ କାହିଁକି ଭାଙ୍ଗିଥିଲେ ତାଙ୍କ ବଇଁଶୀ ଜାଣନ୍ତୁ
ଶାସ୍ତ୍ରରେ କୁହାଯାଇଛି ଯେ ଦୁଇଟି ଜିନିଷକୁ ଶ୍ରୀକୃଷ୍ଣ ତାଙ୍କ ଜୀବନରେ ସବୁଠୁ ବେଶୀ ଭଲ ପାଉଥିଲେ। ସେହି ଦୁଇଟି ଜିନିଷ ହେଉଛି ରାଧା ଏବଂ ବଇଁଶୀ। ଶ୍ରୀକୃଷ୍ଣଙ୍କ ବଇଁଶୀ ଶବ୍ଦ ଶୁଣି ରାଧା ତାଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ। ଶ୍ରୀକୃଷ୍ଣ ରାଧାଙ୍କ ପାଇଁ ନିଜ ପାଖରେ ସବୁବେଳେ ବଇଁଶୀ ରଖୁଥିଲେ।…
