ତାଲାବନ୍ଦ ପାଇଁ ଭାରତରେ ଏତିକି ଟଙ୍କା କ୍ଷତି !
୨୦୧୯ ଡିସେମ୍ବରରେ ଚୀନରେ ଚିହ୍ନଟ ହୋଇଥିଲା ନୂଆ କରୋନା ବା ସାର୍ସ ନଭେଲ କରୋନା। ଜାନୁଆରୀ ପ୍ରଥମ ସପ୍ତାହ ବେଳକୁ ଭାରତ ସରକାର ଏହି ଭୂତାଣୁ ସଂକ୍ରମଣ ସଂପର୍କରେ ଅବଗତ ଥିଲେ। ତେଣୁ ଜାନୁଆରୀ ୧୮ ତାରିଖରୁ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରିଥିଲେ। ମାତ୍ର, ସେହି ସ୍କ୍ରିନିଂରେ…