ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ୍
ନୂଆଦିଲ୍ଲୀ() ପୁଣି ବଢିଲା ଗ୍ୟାସ ଦର । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ରୋଷେଇ ଗ୍ୟାସରେ ବଡ ଧରଣର ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୪୯ ଟଙ୍କା ଦର ବୃଦ୍ଧି ହୋଇଛି । ରୋଷେଇ ସିଲିଣ୍ଡରର ଦର ୭୪୬ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ୮୯୫ ଟଙ୍କା ହୋଇଛି ।
ତେବେ…