ଭାଗ୍ୟଶାଳୀ ହୋଇଥାନ୍ତି ଏମିତି ଝିଅ ପଢନ୍ତୁ…
ସମୁଦ୍ର ଶାସ୍ତ୍ରରେ ହସ୍ତ ରେଖା, ଚିହ୍ନ ଏବଂ ଶରୀରର ଗଢ଼ଣୀରୁ ବ୍ୟକ୍ତିର ସ୍ବଭାବ ଏବଂ ଚରିତ୍ର ବିଷୟରେ ଜାଣିହେବ। ସମୁଦ୍ରଶାସ୍ତ୍ର ଅନୁସାରେ ନାରୀ ମାନଙ୍କ ମଧ୍ୟରେ ବହୁତ ପ୍ରକାରର ଗୁଣ ରହିଥାଏ। ଯାହା ଦ୍ବାରା ସେ ନିଜେ ଭାଗ୍ୟଶାଳୀ ହେବା ସହିତ ଯେଉଁଠି ବିବାହ କରିଥାନ୍ତି ସେଇଠି ଲକ୍ଷ୍ମୀଙ୍କର…
