ଚନ୍ଦ୍ର ଗ୍ରହଣ କାହିଁକି ହୁଏ ? ଜାଣନ୍ତୁ ପ୍ରକୃତ କାରଣ
ଭୁବନେଶ୍ୱର() ଆସନ୍ତାକାଲି ତଥା ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ତେବେ ଆସନ୍ତାକାଲି ହେଉଥିବା ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ । ପୃଥିବୀ ଦେଖିବ…